୨୦୨୨ ମସିହାର ଏକ ରିପୋର୍ଟ । ଏହି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୬୧୪୦ ଜଣ ଏହି ବର୍ଷ କରିଛନ୍ତି ଆତ୍ମହତ୍ୟା ସେଥିମଧରୁ ୨୯୯୦ ଜଣ ମହିଳା ଥିବା ବେଳେ ୨୧୫୦ ଜଣ ପୁରୁଷ ରହିଛନ୍ତି । ରାଜ୍ୟ ରେ ପ୍ରତି ଲ୪ ରେ ୧୩.୩ ପ୍ରତିଶତ ଜଣ ଆଢ଼ବହତ୍ୟା କରିଛନଦ୍ତି ଯାହା ଜାତୀୟ ହାର ତୁଳନାରେ ୧୨. ୪ ପ୍ରତିଶତ ଅଧିକ ଅଟେ । ୨୦୨୨ ରେ ଓଡ଼ିଶରେ ଆତ୍ମହତ୍ୟା ୮.୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏହି ରିପୋର୍ଟ ରେ ପ୍ରକାଶ ପାଇଛି । ଦେଶରେ ମୋଟ ଆତ୍ମହତ୍ୟା ଭିତରୁ ୩.୬ ପ୍ରତିଶତ ଓଡ଼ିଶାରେ ଘଟୁଛି ।