ସଦ୍ୟତମ ଏକ ରିପୋର୍ଟ ଅନୁଯାୟୀ ଭାରତରେ ୭୫ ପ୍ରତିଶତ ଲୋକଙ୍କ ପାଖରେ ,ଏସି ବା କୁଲର ଭଳି ସୁକଦାୟକ ଉପକାଣ ନାହିଁ । ଏହା ବ୍ୟତିତ ୩୦ ପ୍ରତିଶତ ଲୋକ କେଭେ ଟେଲିଭିଜନ ଦେଖିନାହାନ୍ତି । ହିନ୍ଦୁ ଉଚ୍ଛ ଜାତି ଲୋକଙ୍କ ପାଖରେ ଦେଶର ମୋଟ ହାରାହାରି ୪୧ ପ୍ରତିଶତ ଭାଗିଦାରିତା ରହିଛି । କିନ୍ତୁ ଓବିସି ଙ୍କ ପାଖରେ ୨୧ପ୍ରତିଶତ । ମୁସଲିମ ଙ୍କ ପାଖରେ ୯ ପ୍ରତିଶତ ସୁନା ଅଛି । ଭାରତୀୟ ଦଳିତ ଅନୁସନ୍ଧାନ ସଂସ୍ଥା ଏନଏସଏସ୍ ସଂସ୍ଥା ଏବଂ ଅଖିଳ ଭାରତ ଋଣ ଏବଂ ନିବେଷ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ମୁସଲମାନ ଏସି ଏବଂ ଏସଟି ଙ୍କ ପାଖରେ କ୍ରମଶଃ ୮ ପ୍ରତିଶତ, ୩.୭ ପ୍ରତିଶତ ସମ୍ପତ୍ତି ରହିଛି ।