୨୩ ଦେଶର ପ୍ରତିନିଧିତ୍ୱ କରୁଥିବା ୭୫ ପ୍ରତିନିଧି ଏବେ ଭାରତର ଲୋକସଭା ନିର୍ବାଚନ ଦେଖିବାକୁ ଆସୁଛନ୍ତି । ଏହି ୭୫ ପ୍ରତିନଧି ି ମହାରାଷ୍ଟ୍ର ,ଗୋଆ, ରୁଜୁରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ଗସ୍ତ ରେ ଯିବେ । ଏହି ସମୟରେ ଏହି ଦଳ ଭାରତର ନିର୍ବାଚନୀ ପ୍ରଣାଳୀ ଏବଂ ଭାରତୀୟ ନିର୍ବାଚନ ରେ ସର୍ବୋତ୍ତମ ବ୍ୟବସ୍ଥା କୁ ବାଛିବେ । ଏହି ବିଦେଶୀ ପ୍ରତିନିଧି ଦଳଙ୍କ ନିର୍ବାଚନ ଦେଖିବା କାର୍ଯ୍ୟକ୍ରମ ମେ ୯ ରେ ଶେଷ ହେବ । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ୨୩ ଦେଶ ର ୭୫ ପ୍ରତିନିଧି ଯେଉଁ ମାନେ ଭାରତ ଗସ୍ତ ରେ ଆସିଛନ୍ତି ସେହୀ ଦେଣଶ ଗୁଡ଼ିକ ହେଲା, ଭୁଟାନ, ମଙ୍ଗଲିଆ, ଅଷ୍ଟ୍ରେଲିଆ, ମେନାଗାସ୍ତର , ଫିଜି, କିର୍ଗିଜି ଗଣରାଜ୍ୟ, ଋଷ, ମାଲଦୋଭା, ୟୁନିସିଆ, ନେପାଳ, ଶ୍ରୀଲଙ୍କା, ଜିମ୍ବାୱେ , ବାଙ୍ଗଲାଦେଶ , ଖୋଜାକତସ୍ତାନ, ଜର୍ଜିଆ, ଚିଲି, ଉଜବେକିସ୍ଥାନ , ମାଲଦିପ, ପାପୁୱାନିଉଗିନି, ଭଳି ପ୍ରତିÿିଧି ଆସିଛନ୍ତ୍ି । ଏହି ପ୍ରତିନିଧି ଙ୍କ ସହ ଇଣ୍ଟରନେସନାଲ ଫାଇନାସିଆଲ ସିଷ୍ଟମ ର ସଦସ୍ୟ ଭୁଟାନ ଓ ଇଜ୍ରାଏଲ ର ମିଡ଼ିଆ ଟିମ ମଧ୍ୟ ଆସିଛନ୍ତି ।