ପୁରୀ ର କଳାବଣିଆ ଥାନା ଅନ୍ତର୍ଗତ ଚମାର ସାହିରେ ଏସିଡ଼ ମାଡ଼ ଯୋଗୁଁ ୯ ଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି । ସରକାରୀ ଜମି ଜବତ କୁ ନେଇ ଏହି ଏସିଡ଼ ମାଡ଼ ଘଟଣା ଘଟିଥିିବା ସୂଚନା ମଳିଛି । ଦିର୍ଘ ବର୍ଷ ହେଲା ସରକାରୀ ଜମି ରେ ରହି ଆସୁଥିବା ବିଜୟ ବେହେରା ଙ୍କ ପାଚେରୀ ନିର୍ମାଣ କୁ କେନ୍ଦ୍ର କରି ,ଏହି ଘଟଣା ଘଟିଛ ି ବୋଲି କୁହାଯାଉଛି । ସାହିର ଲୋକଙ୍କ ଉପରକୁ ସେ ଏସିଡ଼ ÿ ଫୋପାଡ଼ିବାରୁ ୩ ଜଣ ଙ୍କର ଅବସ୍ଥା ଗୁରୁତର ୨ ଜଣ ଙ୍କର ଆଖି ଉପରେ ପ୍ରଭାବ ପଡ଼ିଥିବାର ଅଭିଯୋଗ ମିଳିଛି ।