ସ୍ୱର୍ଗତଃ ସଞ୍ଜୟ ଗାନ୍ଧୀ ଓ ବିଜେପିର ଜଣାଶୁଣା ଚେହେରା ମେନକା ଗାନ୍ଧୀଙ୍କ ସୁପୁୂତ୍ର ବରୁଣ ଗାନ୍ଧୀୀ ଏବେ ଧର୍ମ ସଂଙ୍କଟରେ । ବିଜେପି ତାଙ୍କୁ ରାୟ ବରେରି ଲୋାକସଭା ଆସନ ପାଇଁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ । କିନ୍ତୁ ଏଠାରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି ପ୍ରିୟଙ୍କା । ନିଜ ଦାଦା ଝିଅ ଭଉଣୀ ଙ୍କ ସହ ବରୁଣ ଲଢିବେ କି ନାହିଁ ଏନେଇ ଧର୍ମ ସଂଙ୍କଟରେ ବରୁଣ ।