ଗତ ସୋମବାର ଦିନ ନବୀନ ନିବାସରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଡ଼ି ଶଂଙ୍ଖର ପ୍ରଚାର ଆରମ୍ଭ କରିବେ । । ନିର୍ବାଚନ ପାଇଁ ଆସନ୍ତା କାଲି ନାମାଙ୍କନ ଭରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମେ ନବୀନ ତାରାତାରେଣୀ ମନ୍ଦିର ଯିବେ ପରେ ହିଞ୍ଜିୂଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ଏହାପରେ ଚିକିଟିରେ ଏକ ସମାବେଶ କୁ ସମ୍ବୋଧିତ୍ କରିବାର କାର୍ଯ୍ୟକ୍ରମ ରହିଛି । ମେ ୧ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନାୟକ କବିସୂର୍ଯ୍ୟନଗର, ଦିଗପଡଣ୍ଡି ଓ ଛତ୍ରପୁରରେ ପ୍ରଚାର କରିପେବ । ଭଞ୍ଜନଗର, ପଲସରା ସାନଖେମୁଣ୍ଡି ଓ ଦୋରୋଡ଼ାକୁ ନିର୍ବାଚନୀ ପ୍ରଚାର ରେ ଯିବା କାର୍ଯ୍ୟକ୍ରମ ରହିଛ । ମେ୧, ୩ ରେ ରାଲି ଅନୁଷ୍ଠିତ ହେବ । ଗୋପାଳପୁର ଏବଂ ଆସ୍କା ରେ ନିବୀନ ଙ୍କ ର ଦୁଇଟି ସାଧାରଣ ସଂଘ ରହିଥିବା ସୁଚନା ମିଳିଛି ।