ଗ୍ଲୋବାଲ ଫାୟର ପାୱାର ଇଣ୍ଡେକ୍ସର ସଦ୍ୟତମ ରିପୋର୍ଟ ଅନୁଯାୟୀ ଭାରତ ସୈନ୍ୟ ଶକ୍ତିରେ ବିଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଆମେରିକା ଦ୍ୱିତୀୟରେ ଋଷ, ତୃତୀୟରେ ଚୀନ , ଏହି ତାଲିକାରେ ଭାରତରୀ ସ୍ଥାନ ହେଉଛି ଚତୁର୍ଥ । ଆମେରିକା ପାଖରେ ୧୪ ଳକ୍ଷରୁ ଅଧିକ ସକ୍ରିୟ ସୈନ୍ୟ ଅଛନ୍ତି । ଆମେରିକାର ସୁରକ୍ଷା ବଜେଟ ୭ଶହ ବିଲିୟନ ଡଲାର । ଋଷ ପାଖରେ ୮ଲକ୍ଷ ୫୦ ହଜାର ସକ୍ରିୟ ସୈନିକ ଅଛନ୍ତି । ଚୀନ ପାଖରେ ୨୦ ଲକ୍ଷରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ଭାରତ ପାଖରେ ୧୪ ଲକ୍ଷ ୫ହଜାରରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି ।