ଅସୁଛି ଇଣ୍ଡିଆ ମେଣ୍ଟର ତୋଫାନ । ଆପଣ ଲେଖିରଖନ୍ତୁ ଉତ୍ତର ପ୍ରଦେଶ ରେ ବିଜେପି ର ସବୁଠୁ ବଡ଼ ପରାଜୟ ହେବାକୁ ଯାଉଛି । ଏହା କହିଛନ୍ତି କଂଗ୍ରେସ ନେତା ରହୁଲ ଗାନ୍ଦୀୀ । ଉତ୍ତରପ୍ରଦେଶ ର କନୋଜ ରେ ରାହୁଲ କହିଛନ୍ତି ଯେ ଦେଶ ବ୍ୟାପି ଇଣ୍ଡିଆ ମେଣ୍ଟ ରେ ତୋଫାନ ଆସୁଛି । ଏହି ତୋଫାନ ରେ ବିଜେପି ଓ ଏନଡ଼ିଏ ମେଣ୍ଟର ପରାଜୟ ହୋଇଯିବ । ଦଶବର୍ଷ ଧରି ନରେନ୍ଦ୍ର ମୋଦି ଆଦାନି ଏବଂ ଅମ୍ବାନୀ ଙ୍କ ନାମ ଧରିଲେ ନାହିଁ କିନ୍ତିୁ ଏବେ ନେଉଛନ୍ତି ଏବଂ ଏବେ ନିଜରଏହି ବନ୍ଧୁଙ୍କ ନାମ ନେଇ କହିଛନ୍ତି ଯେ ଆସନ୍ତୁ ମତେ ବଞ୍ଚାନ୍ତୁ ଇଣ୍ଡିଆ ମେଣ୍ଟ ମତେ ଘେରିଛି ବୋଲି ମୋଦି ଙ୍କୁ ଟାର୍ଗେଟ କରି କହିଛନ୍ତି ରହୁଲ ଗାନ୍ଧୀ ।