୫୦ ଆସନରେ ସିମୀତ ରହିବ କଂଗ୍ରେସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦନ କନ୍ଧମାଳରେ ଆୟୋଜିତ ଏକ ଜନସଭାରେ ଓଡ଼ିଶା ର କଂଗ୍ରେସ ର ନେତା ମଣିଶଙ୍କର ଆୟାର ଙ୍କୁ ଟାର୍ଗେଟ କରିଛନ୍ତି । ଏକ ରାଲି କୁ ସମ୍ଭୋଧିତ କରି ଏହି ଅବସରରେ ମଣିଆୟାର ଙ୍କର ଙ୍କ ପରମାଣୁ ବୋମା ବିବୃତି ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ମୋଦି କହିଚନ୍ତି କଂଗ୍ରେସ ସବୁବେଳେ ଲୋକଙ୍କୁ ଡ଼ରାଇବାର କାମ କରିଥାଏ । ମଣିଶଙ୍କର ଆୟାର ନିକଯରେ କହିଥିଲେ ଯେ ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ଏହି ବିବୃତି ଉପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୋଦି । ସେ କହିଛନ୍ତି କଂଗ୍ରେସ ଲୋକଙ୍କୁ ଡ଼ରାଇବା କାମ କରୁଛି । କହିଛନ୍ତି କଂଗ୍ରେସ ଚଳିତ ନିର୍ବାଚନ ରେ ୫୦ ଆସନରେ ସୀମିତ ରହିବ । ୫୦ ଆସନ ରେ ଜିତି ପାରିବ ନାହିଁ । ନିର୍ବାଚନ ପରେ ସଂସଦ ରେ ମୁଖ୍ୟ ବିରୋଧୀ ଦଳ ର ମାନ୍ୟତା ପାଇବା ମଧ୍ୟ କଷ୍ଟ ହେବ ବୋଲି କହିଚନ୍ତି ନରେନ୍ଦ୍ର ମୋଦି ।