ପ୍ରଧାନ ମନ୍ତ୍ରୀ ଙ୍କ ଶୁଭେଚ୍ଛା ଆପଣଙ୍କ ଭୋଟ, ଆପଣ ଙ୍କ ସ୍ୱର
ଚଳିତ ନିର୍ବାଚନ ରେ ପ୍ରଥମ ଥର ଲାାଗି ଓଡ଼ିଶା ଆଜି ଭୋଟ ଦେଉଛନ୍ତି ଏଥି ପାଇଁ ରାଜ୍ୟ ର ୪ ଟି ଲୋକସଭା ଆସନ ଚିହ୍ନଟ ହୋଇଛି । ସକାଳ ୭ ରୁ ଆରମ୍ଭ ହୋଇଛି ମତଦାନ ଏହାସହ ରାଜ୍ୟ ରେ ବିଧାନ ସଭା ପାଇଁ ମଧ୍ୟ ସମାନ ସମୟରେ ଭୋଟ କରାଯାଉଛି ସମୁଦାୟ ୬୨ ୮୭ ହଜାର ମତଦାତା ପ୍ରବାଦ ଓ ନିରପେକ୍ଷ ଭୋଟିଂ ତଥା ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୫୩ ହଜାର ପୁଲିଂ କର୍ମଚାରୀ ୧୦୦ ରୁ ଅଧିକ ଶସସ୍ତ୍ର ପୂଲିସ ବଳ ନିୟୋଜିତ କରାଯାଇଛି । ଓଡ଼ିଶା ର ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କୁ ନେଇ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ମୁଁ ରାଜ୍ୟ ବାସୀ ଙ୍କୁ ତାଙ୍କର ମତାଧିକାର ସାବସ୍ତ୍ୟ କରିବାକୁ ଆହ୍ୱାନ କରୁଛି ଆପଣଙ୍କ ଭୋଟ ଆପଣଙ୍କ ସ୍ୱର ଏହାକୁ ଦୃଢ ଓ ସ୍ପଷ୍ଟ ଭାବେ କରନ୍ତୁ ବୋଲି କହିଛନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଭୋଟ ଦେଉଛି ଓଡ଼ିଶା
Leave a comment