ଭାରତରେ ପ୍ରତି ୧ଳକ୍ଷ ଜନ ସଂଖ୍ୟାରେ ହିନ୍ଦୁ ମନ୍ଦିର ସଂଖ୍ୟା ହେଉଛି ୫୩ । ହିମାଚଳ ପ୍ରଦେଶରେ ୬୧ ହିନ୍ଦୁ ମନ୍ଦିର ଥିବାବେଳେ ଜାମ୍ମୁ କାଶ୍ମୀରରେ ୩ ହିନ୍ଦୁ ମନ୍ଦିର ଅଛି । ପଞ୍ଜାବରେ ହିନ୍ଦୁ ମନ୍ଦିର ସଂଖ୍ୟା ୧୬ । ହରିୟାଣାରେ ୩୨ । ରାଜସ୍ଥାନରେ ୪୯ । ମଧ୍ୟପ୍ରଦେଶରେ ୩୩ । ଗୁଜୁରାଟରେ ୭୧ । ମହାରାଷ୍ଟ୍ରରେ ୬୨ । ଗୋଆରେ ୧୧୮ । କର୍ଣ୍ଣାଟକରେ ୯୧ । କେରଳରେ ୬୪ । ଉତ୍ତରାଖଣ୍ଡରେ ୩୨ । ଦିଲ୍ଲୀ ୨୬ । ସିକିମ୍ ୧୩ । ଉତ୍ତରପ୍ରଦେଶ ୧୬ । ବିହାର ୨୪ । ଓଡ଼ିଶା ୭୦ । ଛତିଶଗଡରେ ୩୨ । ଆନ୍ଧ୍ରପ୍ରଦେଶରେ ୮୯ । ତେଲେଙ୍ଗାନାରେ ୭୫ । ତାମିଳନାଡୁରେ ୧୦୩ । ସିକିମ୍ରେ ୧୩ । ଆସାମରେ ୧୫ । ମେଘାଳୟରେ ୪ । ତ୍ରିପୁରାରେ ୧୪ । ପଶ୍ଚିମବଙ୍ଗରେ ୫୪ । ଝାଡଖଣ୍ଡରେ ୩୮ । ଅରୁଣାଚଳପ୍ରଦେଶରେ ୬ । ନାଗାଲାଣ୍ଡରେ ୨ । ମଣିପୁରରେ ୧୪ । ଏବଂ ମିଜୋରାମରେ ୩ ହିନ୍ଦୁ ମନ୍ଦିର ଅଛି ବୋଲି ଟେମ୍ପଲ ଅଫ ଇଣ୍ଡିଆ ଅର୍ଗାନାଇଜେସନ ସୂତ୍ରରୁ ଜଣାଯାଇଛି ।