ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ । ଅଂଶୁଘାତର ଶିକାର ହେବାପରେ ତାଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ 21 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ କୋଲକାତା ବିପକ୍ଷ ହାଇଦ୍ରାବାଦ ପ୍ରଥମ କ୍ବାଲିଫାୟର ମ୍ୟାଚ ଦେଖିଥିଲେ ଶାହାରୁଖ । ଏହା ପରଦିନ ଡିହାଇଡ୍ରେସନ ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଅଂଶୁଘାତର ଶିକାର ହୋଇଥିବା ଡାକ୍ତର କହିଛନ୍ତି ।