୫ ବର୍ଷରେ ୫୦ ବର୍ଷର ବିକାଶ ହେବ । ଦିର୍ଘ ୨୪ ବର୍ଷ ପରେ ଶାସନ ର ପରିବର୍ତ୍ତନ ହୋଇଛି ଯେପରି ଭାବେ ଲୋକମାନଙ୍କୁ ସାମାଜିକ ନ୍ୟାୟ ମିଳିବା କଥା ତାହା ମିଳିପାରିନାହିଁ । ତେଣୁ ଅପଣ ମାନେ ନିଶ୍ଚିତ ରୁହନ୍ତୁ ୫ ବର୍ଷରେ ୫୦ ବର୍ଷର ବିକାଶ ହେବ ଏହା କହିଛନ୍ତି ନୂଆ ମୂଖ୍ୟମନ୍ତ୍ରୀ ମୋହନ ମାଝି । ମୁଁ ସାଧାରଣ ସ୍ତର ରୁ ଆସିଛି ଏଣୁ ତୃଣ ମୂଳ ସ୍ତର ର ଲୋକଙ୍କ ସହ ମିଶୁଛି ସେମାନଙ୍କ କଥା ସସମସ୍ୟା ବି ଶୁଣୁଚି ଏବେ ଲୋକ, ଲୋକ ସରକାର ପାଇଛନ୍ତି ଅର୍ଥାତ ପିପୁଲସ୍ ସିଏମ ପାଇଛନ୍ତି । ଲୋକଙ୍କ ଆଶା ନିଶ୍ଚିତ ଭାବେ ପୂରଣ ହେବ ଯାହା ୫୦ ବର୍ଷରେ ବିକାଶ ହୋଇପାରିନି ତାହା ୫ ବର୍ଷ ରେ ବିକାଶ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।
୫ ବର୍ଷରେ ୫୦ ବର୍ଷର ବିକାଶ ହେବ; ମୋହନ ମାଝି
Leave a comment