କ୍ଲାଇମେଣ୍ଟ ଅବଜରଭିଙ୍ଗ ସିଷ୍ଟମ ପ୍ରମୋଶନ କାଉନସିଲ ର ତଥ୍ୟ ଅନୁସାରେ ଓଡ଼ିଶାରେ ଗତ ୫ ବର୍ଷରେ ବଜ୍ରପାତ ରେ ୧୦ ହଜାର ମୃତୁ୍ୟ ହୋଇଥିବା ବେଳେ , ଓଡ଼ିଶା ବିଧାନସଭାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ଦ୍ୱାରା ଏହି ସଂଖ୍ୟା ୧୬୨୫ ବୋଲି କଚଯାହାଇଛି । କର୍ତ୍ତୁପକ୍ଷଙ୍କୁ ଏଭଳି ଅସଙ୍ଗିକ କୁ ଗୁରୁତର ସହିତ ବିଚାର କରିବା ପାଇଁ ମାନବାଧିକାର କର୍ମୀ ତଥା ସୁପ୍ରିମ କୋଟଋ ଆଇନଜିବି ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବିକଧାରା ରେ ଏକ ପିଟିସନ ଦାଖଲ କରିଥିଲେ ।