ମୁକ୍ତ ନିର୍ବାଚନ କମିଶନର ରାଜିବ କୁମାରଙ୍କୁ ଧମକ ପୂର୍ଣ୍ଣ ଚିଠି ଆସିଥିଲା । ଯାହାକୁ ନେଇ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ଆଇବି ର ଗୁଇନ୍ଦା ସୁଚନା ଆଧାରରେ ସୁରକ୍ଷା ବଢାଇଲା କେନ୍ଦ୍ର । ସିଆରପିଏଫ କମାଣ୍ଡୋ ଙ୍କ ସହ ୩୩ ସୁରକ୍ଷା କର୍ମି ନିର୍ବାଚନ କମିଶନରଙ୍କ ସୁରକ୍ଷା ରେ ରହିବେ । ଉଲ୍ଲେଖ ଯୋଗ୍ୟ ଯେ ଦେଶର ପ୍ରାୟ ୮୦୦ ରୁ ଅଧିକ ଗୁରୁତ୍ୱପୁର୍ଣ୍ଣ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେଲ, ୱାଇପ୍ଲସ, ଏବଂ ୱାଇଓଏକ୍ସ, ସୁରକ୍ଷା ପ୍ରଦାନ କରାଯାଉଛି । ଜେଡ଼ ସୁରକ୍ଷା ବ୍ୟବସ୍ଥାରେ ୨୨ ଜଣ ସଶସ୍ତ୍ର ବାହୀନି କର୍ମଚାରୀଙ୍କ ସହ ୪ ରୁ ୬ ଜଣ କମାଣ୍ଡୋ ରହିଥାନ୍ତି ।