କୋର୍ଟ ବିଲ୍ଡିଂ ରୁ ଡ଼େଇଁ ପଡ଼ିଲେ ବିଚାରାଧୀନ ବନ୍ଦୀ, ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ୍ୁ ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଟି ଘଟିଛି ଝାରସୁଗୁଡ଼ା କୋର୍ଟରେ । ବେଲପାହାନ ଥାନା ଅନ୍ତର୍ଗତ ଜୁନାଢି ଗାଁ ର ସନାତନ ସିଠ, ୨୦୨୩ ମସିହାରେ ପୋକ୍ସୋସୋ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଆଜି ତାଙ୍କର କୋର୍ଟରେ ଶୁଣାଣି ଥିଲା ଭ୍ୟାନରେ ସେ କୋର୍ଯ କୁ ଯାଉଥିଲେ । ଭ୍ରାନରୁ ଓହ୍ଲାଇ କୋର୍ଟ କୁ ଯାଇଥିବା ବେଳେ ଉପରୁ ତଳକୁ ଡ଼େଇଁ ପଡ଼ିତିଳେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଜଣାପଡ଼ିଛି ।