ଭଦ୍ରକର ସହର ଓ ତାର ଆଖପାଖ ଅଞ୍ଚଳ ଗେରୁଆମୟ ହୋଇଉଠିଛି । ଜୟଶ୍ରୀ ରାମ ଧ୍ୱନୀରେ ଚମକୁଛି ଅଞ୍ଚଳ । ଗାନ୍ଧୀ ପଡ଼ିଆରେ ଜୟ ଶ୍ରୀ ରାମ ନାରା ସହ ହନୁମାନ ଚାଳିଷାପାଠ ହେଉଛି । ଅପରାହ୍ନ ୪ ଟାରେ ବାହାରିବ ନଗର ସଂଙ୍କିର୍ତ୍ତନ । ୮୨ ଠୁ ଅଧିକ ପ୍ରଜ୍ଞାପନ ମେଢ ବିଭିନ୍ନ ସାହି ରୁ ବାହାରିବ । ଏଥିପାଇଁ ଭଦ୍ରକ ପୋଲିସ ପକ୍ଷରୁ ପେଟ୍ରୋଲିଂ କୁ ଜୋରଦାର କରାଯାଇଛି । ପୋଲିସ ପକ୍ଷରୁ ଫାର୍ଗମାର୍ଚ୍ଚ ମଧ୍ୟ କରାଯାଇଛି । ସେହିପରି ଭୁବନେଶ୍ୱର ରାମମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।