ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁୃଅ କ୍ୟାପଟେନ ରାଜନାରାୟଣ ମହାପାତ୍ର ବିଜେଡିରେ ଯୋଗ ଦେଇଛନ୍ତି । ରାଜନାରାୟଣ ହେଉଛନ୍ତି ରାଜ୍ୟ କଂଗ୍ରେସର ସଂପାଦକ ତଥା ବଡଚଣାର ହେଭିୱେଟ କଂଗ୍ରେସ ନେତା।

Subscribe to our newsletter to get our newest articles instantly!
Confirmed
0
Death
0