ଆଜି ମଧ୍ୟାହ୍ନ ରେ ଏଭଳି ଅଘଟଣ ଘଟିଚି ୫୫ ନମ୍ବର ଜାତୀୟ ରାଜପଥରେ । ଅନୁଗୁଳ ରୁ ଭୁବନେଶ୍ୱର ଯାୁଥିବା ବସ ପ୍ରିୟାଶିଂ ନାମକ ବସ ଢେଙ୍କାନାଳ ଅତିକ୍ରମ କରୁଥିବା ବେଳେ ସେଥିରେ ୂହଠାତ ନିଆଁ ଲାଗିଯାଇଥିଲା । ବସ ରେ ମୋଟ ୩୭ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣା ପଡ଼ିଛି ।

Subscribe to our newsletter to get our newest articles instantly!
Confirmed
0
Death
0