ପାକିସ୍ଥାନର ରାଓଲସିନ୍ଧି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟ ଖବର ସାମ୍ନାକୁ ଆସିିଛି । ଏହି ଜିଲ୍ଲାର ହସ୍ପିଟାଲରେ ଜଣେ ମହିଳା ୬ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ଶିଶୁ ସୁସ୍ଥ ଅଛନ୍ତି । ଏହି ମାନଙ୍କ ମଧ୍ୟରେ ୪ଟି ପୁଅ ଓ୨ ଟି ଝିଅ । ଜିୟୋ ନୁି୍ୟଜ୍ ର ରିପୋର୍ଟ ଅନୁଯାୟୀ ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ଶିଶୁଙ୍କୁ ଆଇସିୟୁ ରେ ରଖାଯାଇଛି । ଜିଲ୍ଲାର ହଜାରା କଲୋନୀରେ ରହୁଥିବା ବହିଦ୍ ନାମକ ମହିଳା ଏହି ଶିଶୁଙ୍କୁ ଜନ୍ମ ଦେଇଛନ୍ତି ।