ନେତ୍ରୀ ଓ ନେତା ଙ୍କ ଦଳଡ଼ିଆଁ ପର୍ବର ଅନ୍ତ ଘଟିନି । ଆଜି ଜଣାଶୁରା ଅଭିନେତ୍ରୀ ଜିନା ସାମଲା ବିଜେପି ରୁ ଇସ୍ଥଫା ଦେଇଥିଲେ । ୨୦୨୩ ମାର୍ଚ୍ଚ ୧୧ରେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଳେ ଓଲିଉଡ଼୍ ଅଭିନେତ୍ରୀ ଜିନା । ତାଙ୍କ ସହ ତାଙ୍କ ସ୍ୱାମୀ ରୁଦ୍ର ପାଣିଗ୍ରାହି ଏହି ଦିନ ବିଜେପି ରେ ଯୋଗ ଦେଇଥିଳେ । ବାଲେଶ୍ୱର ସଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ଉପସ୍ଥିତିରେ ଅନୁଷ୍ିଂତ ମିଶ୍ରଣ ପର୍ବରେ ସେ ସାମିଲ ହୋିତିଲେ । ପରିଶ୍ରମ ର ମୂଲ୍ୟ ମିଳିଲାନି ବୋଲି ଗୋଟିଏ ଚିଠି ଲେଖି ସେ ସଭାପତି ମନମୋହନ ସାମଲ ଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ।