୨୫ ରେ ଓଡ଼ିଶା ଆସିବେ ଅମିତ ଶାହା । ବିଜେପିର ଚାଣକ୍ୟ ଭାବରେ ପରିଚିତ ଅମିତ ଶାହା ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ପହଞ୍ଚି ପ୍ରଥମେ ସେ ସୋନପୁରରେ ଏକ ଜନସଭାକୁ ସମ୍ବୋର୍ଦ୍ଧନା କରିବେ । ପରେ ଭୁବନେଶ୍ୱରରେ ପହଞ୍ଚି ରାତ୍ରି ଯାପନ କରିବେ । ଏହି ସମୟରେ ବିଜେପିର ପଦାଧିକାରୀ ଙ୍କ ସହ ଆଲୋଚନା କରିବେ ଓ ବିଜୟ ମନ୍ତ୍ର ଦେବେ ଏ ସମ୍ପର୍କାରୀ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ବାଦ୍ ।