ଦିର୍ଘ ୧୦୦ ବର୍ଷର ଇତିହାସରେ ପ୍ରଥମ ତର ପାଇଁ ସନିଆ ଝିଅ ହୋଇଛନ୍ତ ଆଲିଗଡ଼ ୟୁନିଭରସିଟି ର ପ୍ରଥମ ମହିଳା କୁଳପତି । ନାଇମା କାଥୋନ ଗୁନରେ ହୋଇଛନ୍ତି କୁଳପତି । ରାଇମା ଙ୍କ ନିୟୁକ୍ତି ରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦୌ୍ରପଦୀ ମୁର୍ମୁ ଓ ନିର୍ବାଚନ କମିଶନର । ସେ ହେଉଛନ୍ତି ଜଣେ ଓଡ଼ିଆ । ଝିଅ । ସେ ଯାଯପୁର ଜିଲ୍ଲାରେ ଜନ୍ମ । ତାଙ୍କ ସ୍ୱାମୀ ତଥା ଭାଇସ- ଚ୍ୟାନସେଲର ପ୍ରଫେସର ମହମଦ ଗୁଲରେ ଙ୍କ ଠାରୁ କାର୍ଯ୍ୟ୍ରଭାର ସମ୍ଭାଳିଛନ୍ତି ରାଇମା ଗୁନରେ । ୧୯୯୮ ରେ ସେ ରାଚନୀତି ମନୋବିଜ୍ଞାନ ରେ ଡ଼କ୍ଟରଟି ଡ଼ିଗ୍ରୀ ହାସଲ କରିଥିଲେ । ୨୦୦୬ ରେ ପ୍ରଫେସର ପଦକୁ ପଦନ୍ନୋତି ପାଇଥିଲେ ।