ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଥାନା ଅଧୀନସ୍ଥ ପଦ୍ମକେଶରୀପୁର ଠାରେ ହୋଇଛି ବୋମାମାଡ । ସୁଧ ଟଙ୍କା କାରବାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ଜଣାପଡିଛି । ବୋମାମାଡ ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଗତବର୍ଷ ମଧ୍ୟ ଏହି ସୁଧ କାରବାରକୁ ନେଇ ଏଭଳି ବୋମାମାଡ ହୋଇଥିବା ସୂଚନା ମିଳି