ଆଜି ଭୁବନେଶ୍ୱର ବିଜେପି ସଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରାର୍ଥୀ ପତ୍ର ଦାଖଲ କରିବେ ପୁର୍ବାହ୍ନÿ ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଜି ନାମାଙ୍କନ ପତ୍ର ଦାଖଲ କରିବେ । ବରମୁଣ୍ଡା ପଡ଼ିଆରୁ ଏକ ଶୋଭାଯାତ୍ରାରେ ଖୋର୍ଦ୍ଧା ଯିବେ ଅପରାଜିତା । ଏହିପରି ଆଜି ବିଜେଡ଼ି ସଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ନାମାଙ୍କନ ଭରିବେ । ଲିଙ୍ଗରାଜ ମନ୍ଦିର ରେ ପୁଜାଚ୍ଚର୍୍ନା କରି ନାମାଙ୍କନ ପାଇଁ ବାହାରିଛନ୍ତି ମନ୍ମଥ କୁମାର ରାଉତରାୟ । ସେ ଦଉଡ଼ି ଦଉଡ଼ି ନାମାଙ୍କନ ପତ୍ର ଭରିବା କୁ ଯାଉଛନ୍ତି ।