ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ସତୀଶ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି କରାଯାଇଛି।ସେହିପରି ବିନୋଦ ବିହାରୀ ସିଂହଙ୍କୁ ଯୋଜନା ଓ ସଂଯୋଜନା ବିଭଗର ଅନୁସଚିବ ଭାବେ ନିଯୁକ୍ତି କରାଯାଇଛି।

Subscribe to our newsletter to get our newest articles instantly!
Confirmed
0
Death
0