ଆଜି ରାଜ୍ୟସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ୩ ନବ ନିର୍ବାଚିତ । ଅଶ୍ୱିନୀ ବୈଷ୍ଣବ, ସୁଭାଶିଷ ଖୁଣ୍ଟିଆ, ଦେବାଶିଷ ସାମନ୍ତରାୟ । ଓଡ଼ିଆ ଭାଷାରେ ଶପଥ ନେଇ ରାଜ୍ୟସଭାରେ ଓଡ଼ିଶାକୁ ସମ୍ମାନ ଜଣାଇଛନ୍ତି ଅଶ୍ୱିନୀ ଓ ସୁଭାଶିଷ ଖୁଣ୍ଟିଆ । ଓଡ଼ିଶାରୁ ଏହି ୩ ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାବେଳେ ଆଜି ଶପଥ ନେଇଥିଲେ ।