ଆଜି ଚଚ୍ଚର୍୍ାର ପ୍ରସଙ୍ଗ ହୋଇଛି ଆଠଗଡ଼ ରାଜନିତି । ଆଠଗଡ଼ ବିଧାନସଭା ଆସନରେ ବିଜେଡ଼ି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଅଭୟ ବାହିନୀଙ୍କୁ ପ୍ରାର୍ଥୀ କରିଛି । ମେହେବୁବ ଅହମଦ ଖାନଙ୍କ ଆଠଗଡ଼ରୁ କଂଗ୍ରେସ ଦଳୀୟ ଟିକେଟ୍ ଦେଇଥିବା ବେଳେ ଆଜି ସେ ଟିକେଟ୍ ଫେରସ୍ତ କରିଥିବା ଜଣାପଡ଼ିଛି । କଟକ ଲୋକସଭା ଆସନ ପାଇଁ ବିଭୁତି ମିଶ୍ର ଙ୍କୁ କାହିଁକି ପ୍ରାର୍ଥୀ କରାଗଲା ନାହିଁ କାହିଁକି ପ୍ରାର୍ଥୀ କରାଗଲା ନାହିଁ । ସୁରେଶ ମହାପାତ୍ର ଙ୍କୁ କଣ ପାଇଁ କରାଗଲା ବୋଲି କଂଗ୍ରେସର ଦଳୀୟ ଟିକେଟ କୁ ଫେରାଇଛନ୍ତି ମେହେବୁବ ଅହମଦ ଖାନ୍ ।