ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମ କୋର୍ଟ ଙ୍କ ଆଉ ଏକ ଝଟକା । ପତଞ୍ଜଳି ଯୋଗ ଶିବିର ପାଇଁ ଟିକେଟ ଦେବେ ବାବା ରାମଦେବ୍ । ସୁପ୍ରିମ କୋର୍ଟ ଙ୍କ ଦୁଇ ଜଣିଆ ଖଣ୍ଡପିଠ କହିଛନ୍ତି ଯେ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’ କୁ ବର୍ତ୍ତମାନ ଆବାଶିକ- ଅଣଆବାଶିକ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ପଡ଼ିବ ।

Subscribe to our newsletter to get our newest articles instantly!
Confirmed
0
Death
0