କାଲି ଯେଉଁ ବାମପନ୍ଥୀ କହ୍ନେୟାକୁମାର କହୁଥିଲେ ଆମେ ଚାହୁଁ ଆଜାଦୀ । ଜୀବନଠୁ ଭଳ ଆଜାଦୀ । ମନୁବାଦରୁ ଆଜାଦୀ । ଜେଏନୟୁ ର ପୂର୍ବତନ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟାକୁମାର ଏବେ ଉତ୍ତରପୂର୍ବ ଦିଲ୍ଲୀର କଂଗ୍ରେସ ପ୍ରାର୍ଥୀ । ନାମାଙ୍କନ ଭରିବା ପୂର୍ବରୁ ପଣ୍ଡିତଙ୍କ ଉପସ୍ଥିତିରେ ସେ ହୋମ କରୁଥିବାର ଦୃଶ୍ୟ ଏବେ ବେଶ୍ ଚର୍ଚ୍ଚାରେ । ଯେଉଁ କନ୍ୟାକୁମାର ପୂର୍ବରୁ ମନୁବାଦ ଓ ବ୍ରାହ୍ମଣ ବାଦରୁ ମୁକ୍ତି ପାଇଁ ସ୍ୱାଧୀନତାର କଥା କହୁଥିଲେ । ଆଜି ସେହି ମନୁବାଦ ଓ ବ୍ରାହ୍ୱଣବାଦ ରାସ୍ତରେ ଚାଲୁଛନ୍ତି କନ଼୍ୟାକୁମାର ଏହା ଦେଖିବାକୁ ମିଳୁଛି ।