ଆୟୁର୍ବେଦରେ ସ୍ଵସ୍ଥ ରହିବା ପାଇଁ ବହୁତ ସବୁ ଉପାୟ କୁହାଯାଇଅଛି. ଆମ ଦେଶ ଭାରତରେ ଲୋକ ଖାଦ୍ୟ ଖାଇବା ପରେ କିଛି ମିଠା ଖାଇବା ପସନ୍ଦ କରନ୍ତି. ଆୟୁର୍ବେଦରେ ମଧ୍ୟ ଖାଦ୍ୟ ଖାଇବା ପରେ ମିଠା ଖାଇବା ଭଲ କୁହାଯାଇଅଛି. ଏହାଦ୍ୱାରା ଆମ ଶରୀରରେ ବହୁତ ସବୁ ରୋଗ ଆପଣା ଛାଏଁ ଠିକ ହୋଇଯାଏ. ଆଜିର ଏହି ପୋଷ୍ଟରେ ମୁଁ ଆପଣଙ୍କୁ ଏମତିହିଁ ଗୋଟେ ମିଠା ପଦାର୍ଥ ଗୁଡ଼ ବିଷୟରେ ଆଲୋଚନା କରାଯିବ ।
୧.ଯେଉଁ ଲୋକମାନେ ଶାରୀରିକ ଦୁର୍ବଳତା ନେଇ ଚିନ୍ତିତ ଅଛନ୍ତି ସେମାନଙ୍କୁ ଗୁଡର ସେବନ ନିହାତି କରିବା ଆବଶ୍ୟକ. ଗୁଡର ସେବନ ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଯାଏ. ଏହା ଆମ ଶରୀରକୁ ପ୍ରଚୁର ମାତ୍ରାରେ ଆଇରନ ଉପଲବ୍ଧ କରାଇଥାଏ.
୨.ଦ୍ଵିତୀୟରେ ପେଟର ଗ୍ୟାସ ସମସ୍ୟା ଯେମିତିକି କବଜ ଏସିଡିଟି ଆଦିରେ ଗୁଡ଼ ବହୁ ଲାଭଦାୟକ ଅଟେ. ପ୍ରତିଦିନ ଖାଲିପେଟରେ ୧ ଗ୍ଲାସ ଗରମ ପାଣି ସହ ଗୁଡର ସେବନ କରିବା ଦ୍ୱାରା ପେଟର ସମସ୍ୟା ଦୂର ହୋଇଯାଏ. କେବଳ ୧ ମାସ ସେବନ କରନ୍ତୁ ଦେଖିବେ ଆପଣଙ୍କୁ ଫରକ ଜଣା ପଡିବ.
୩.ଗୁଡ଼ ଆମ ହାଡ଼କୁ ମଧ୍ୟ ମଜଭୁତ ବନେଇଥାଏ, କାରଣ ଏଥିରେ କ୍ୟାଲସିୟମ ଏବଂ ଫସଫରସ ପ୍ରଚୁର ମାତ୍ରାରେ ମିଳିଥାଏ. ଯାହା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ. ଏଥିପାଇଁ ଆପଣ ଗୁଡର ସେବନ ନିହାତି କରନ୍ତୁ.