କଟକ ଲୋକସଭା ଆସନ ପାଇଁ ଆଜି ବିଜେପି ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଓ ବିଜେଡ଼ି ପ୍ରର୍ଥୀ ସଂତୃପ୍ତ ମିଶ୍ର ଦାଖଲ କରିବେ । ଉଭୟ ଦଳ ପକ୍ଷରୁ ଏଥିପାଇଁ ବିଶାଳ ଶୋଭା ଯାତ୍ରା ର ଆୟୋଜନ କରାଯାଇଛି । ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର କଟକରୁ ଏକ ବିଷାଲ ଶୋଭାଯାତ୍ରାରେ ବାହାରିବା କାର୍ଯ୍ୟାକ୍ରମ ରହିଛି । ସେ ଜଷ୍ଟିଶ ଛକ ଦେଇ ସରସ୍ୱତୀଶିଶୁ ମନ୍ଦିର ।ର୍୍ , ସପ୍ତି ଚଉରା , ହାଇକୋର୍ଟ ଚକ ଦେଇ ଜିଲ୍ଲାପାଳ ଙ୍କ ପାଖରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିବେ । ସେହିପରି ୬ ତର ସଂସଦ ହୋଇଥିବା ଭତର୍୍ୁହରି ମହତାବ ଆଜି ନାମାଙ୍କନ ଦାଖଲ କରିବେ । ସେ ପ୍ରଜାତନ୍ତ୍ର କାର୍ଯ୍ରାଳୟ ରୁ ଶୋଭାଯାତ୍ରାରୁ ବାହରି ଜୁଡ଼ିସିଆଲ, ଶିଶୁ ଭବନ ଓ ହଇକୋର୍ଟ ରାସ୍ତା ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ପ୍ରାର୍ଥୀ ପତ୍ର ଦାଖଲ କରିବେ ।