ଆସନ୍ତାକାଲି ଅପ୍ରେଲ ୧୧ ତାରିଖ ବିଶ୍ୱ ଛୋନାପୋଡ ଦିବସ । ନୟାଗଡ, ଭୁବନେଶ୍ୱର ଭଳି ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯିବ । ନୟାଗଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଜୟଦେବ ଭବନଠାରେ ବିଶ୍ୱ ଛେନାପୋଡ ଦିବସ ପାଳନ ହେବାକୁ ଯାଉଥିବା ସୂଚନା ରହିଛି…

Subscribe to our newsletter to get our newest articles instantly!
Confirmed
0
Death
0