ବିଜେପି ପୁଣି ଥରେ କେନ୍ଦ୍ର ରେ କ୍ଷମତା କୁ ଆସିଲେ ଏକ ଦେଶ ଏକ ନିର୍ବାଚନ ନୀତି ଆରମ୍ଭ ହେବ । ଏ ସମ୍ପର୍କରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ୀ ରାଜନାଥ ସିଂ । ଆନ୍ଧ୍ରପ୍ରଦେଶ ରେ ଏକ ଜନ ସମାବେଶ ରେ ସମ୍ଭୋଧିତ ଦେଲାବେଳେ ରାଜନାଥ ଏହା କହିଛନ୍ତି ।

Subscribe to our newsletter to get our newest articles instantly!
Confirmed
0
Death
0