ଆଜି ନୂଆ ଦିଲ୍ଲୀରେ ବିଜେପି କେନ୍ଦ୍ର କମିଟି ପକ୍ଷରୁ ଓଡ଼ିଶାର ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୧୨ ଟି ବିଧାନସଭା ପାଇଁ ନା ଁ ଘୋଷଣା କରିଥିଲା ଦଳ । ଆଜି ଆଉ ୨୧ ଜଣ ଙ୍କ ନା ଘୋଷଣା କରାଯାଇଚି । ରଣପୁର ଓ ପଟାଙ୍ଗି ରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ରାଉଲକେଲାରୁ ନିର୍ବାଚନ ଲଢିବେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ । ରଣପୁର ରୁ ନିର୍ବାଚନ ଲଢିବେ ଶ୍ରୀମତି ସୁରମା ପାଢି । ୨୧ ତାଲିକାରେ ଯେଉଁମାନଙ୍କ ନାମ ଅଛି ସେଥିରେ ପାଟଣା-ଅଖିଳଚନ୍ଦ୍ର ନାୟକ, ସାସରସକଣା-ୁ ଭାଦବ ହାଁସଦା, ରାଇରଙ୍ଗପୁର ଯୋଲେନ ବରଦା, ବାଙ୍ଗିରିପୋଶି- ସଞ୍ଜଳୀ ମୁର୍ମୁ. କରଞ୍ଜିଆ ପଦ୍ମଚରଣ ହାଇବ୍ରୁ, ଝରି ଗାଁ – ନରସିଂ ଭତ୍ରା, ଡ଼ାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା ( ଏରସମା) ସତ୍ୟସାରଥୀ ମହାନ୍ତି, ଜଗତସିଂପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢୀ, ସାନଖେମୁଣ୍ଡି- ଉତ୍ତମ ପାଣିଗ୍ରାହୀ, ମୋହନା- ପ୍ରଶାନ୍ତ ମଲିକ, ବିଷମ କଟକ – ଜଗନ୍ନାଥ ହିଡ଼ୁଙ୍ଗା, ରାୟଗଡ଼ା – ବସନ୍ତ ଉଲ୍ଲକା, ଲକ୍ଷ୍ମିପୁର କୌଳାସ କୁଲେସିକା, କୋଟପାଡ-ÿ ରୁପୁ ଭତ୍ରା, ପଟାଙ୍ଗି- ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡା ରୁ ଡ଼ମ୍ବରୁ ଶିଶା, ଙ୍କୁ ପ୍ରାର୍ଥୀ କରିଛି ଦଳ ।