ବିଧାନସଭାର ୩୫ ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି ବିଜେପି । ଆସନ୍ତା ୧୮ ତାରିଖରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଥିବାବେଳେ ଆଜି ବିଜେପି ବାକି ଥିବା ୩୫ଟି ଆସନ ପାଇଁ ଦଳର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଗୋଟିଏ ସୂତ୍ରରୁ ଜଣାଯାଇଛି ।

Subscribe to our newsletter to get our newest articles instantly!
Confirmed
0
Death
0