୍କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ କଡ଼ଗେ ନିଜର ଏକ ବିବୃତି ପାଇଁ ଏବେ ଚଚ୍ଚର୍୍ାରେ । ଛତିଶଗଡ଼ ର ଯାଂଯଗିରି ଚମ୍ପା ଜିଲ୍ଲୂାରେ ଅନୁଷ୍ଠିତ ଏକ ଜନସେବା କୁ ସମ୍ବୋଧିତ କରିବା ବେଳେ ଶିବ ବନାମ ରାମ ଶଦ୍ଦ କୁ ଉଠାଇଥିଲେ । ସେ କହିଥିଲେ ଯେ ଆମ କ୍ୟାଣ୍ଡିଡ଼େଟ୍୍ ନାମ ଶିବା । ଶିବ ନିଶ୍ଚୟ ରାମ ଙ୍କୁ ମୁକାବିଲା କରିପାରିବେ । ଏହାକୁ ନେଇ ବିଜେପି ନେତା କଂଗ୍ରେସ କୁ ଘେରିଛନ୍ତି । ବିଜେପି ପ୍ରବକ୍ତା ସାହାଯାହାନ କହିଛନ୍ତି ଯେ ଏବେ କଂଗ୍ରେସ ରାମ ବନାମ ଶିବ କରିବାକୁ ଚାହୁଁଛନ୍ତି । ଖଡ଼ଗେ କହଇଛନ୍ତି ଯେ ହାତକୁ ଭୋଟ ଦିଅନ୍ତୁ କାହିଁକି ନା ହାତ ସବୁବେଳେ ଆପଣଙ୍କ ସହ ରହିଛି । କିନ୍ତୁ ପଦ୍ମ କୁ ଭୋଟ ଦେଲେ ସେ ସକାଳେ ଉଇଁଲେ ସନ୍ଧ୍ୟାକୁ ମଉଳିଯିବେ ।