ଯାଜପୁର ସଦର ଥାନା ବରୁହାଁ କବିରପୁର ଠାରେ ବସ୍ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଏଥିରେ ୧୪ ଜଣ ଆହାତ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାର କାରଣ ନେଇ ପେଳିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

Subscribe to our newsletter to get our newest articles instantly!
Confirmed
0
Death
0