ଛତିଶଗଡ଼ରେ କମବିଙ୍ଗ ଅପରେସନ ବେଳେ ମାଓବାଦି ଓ ସୁରକ୍ଷା କର୍ମି ସାମ୍ନାସାମ୍ନି ହୋଇଛନ୍ତି । ବିଜାପୁର ଜିଲ୍ଲା ରେ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବାର ସୁଚନା ମିଳିଛି । ଏହି ଗୁଳି ବିନିମୟରେ ୪ ମାଓବାଦି ନିହତ ହୋଇଛନ୍ତି ଏବଂ ହିନସାସ୍ ବନ୍ଧୁକ ସହ ବହୁ ପରିମାଣର ଗୁଳି ବାରୁଦ ଯବତ ହୋଇଛି ।

Subscribe to our newsletter to get our newest articles instantly!
Confirmed
0
Death
0