ଜେଲରୁ ବାହାରିଲେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିି ତଥା ଛତ୍ରପୁର ର ପୂର୍ବତନ ବିଧାୟକ ଏନ ନାରାୟଣ ରେଡ୍ଡି । ଛତ୍ରପୁର ଥାନା ଅଞ୍ଚଳର ଟାଟା ପ୍ରକଳ୍ପ ପାଇଁ ଜମି ଅଧିକାର ରେ ହୋାଇଥିବା ବୋମା ମାଡ଼ ରେ ଜେଲ ଯାଇଥିଲେ ଏନ ନାରାୟଣ ରେଡ଼ି । ଦିର୍ଘ ୧୦ ମାସ ଜେଲ ରେ ରହିବା ପରେ ଓନିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଜାମିନ ପାଇ ଜେଲ ରୁ ବାହାରିଛନ୍ତି ରେଡ୍ଡିି । ଓଡ଼ିଶା ଉଚ୍ଚ ନ୍ୟାାୟାଳୟ ତାଙ୍କୁ ଏବଂ ତାଙ୍କ ସହଯୋଗୀ ଙ୍କୁ ଜାମିନ ପ୍ରଦାନ କରିବା ପରେ ସେ ଜେଲ ରୁ ମୁକ୍ତ ହୋଇଛନ୍ତି ।