ସମ୍ବଲପୁର ଲୋକସଭା ପ୍ରାର୍ଥୀ ହୋଇ ପରେ କଂଗ୍ରେସରୁ ଟିକେଟ୍ କଟାଯିବା ପ୍ରତିବାଦରେ କଂଗ୍ରେସ ନେତା ଦୁଲାଲ ପ୍ରଧାନ ବିଜେପି ରେ ଯୋଗ ଦେଇଛନ୍ତି । ସମ୍ବଲପୁରର ବିଜେପି ସଂସରାଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାଦ ଙ୍କ ଉପସ୍ଥିତି ରେ ସେ ବିଜେପି ରେ ସାମିଲ ହୋଇଛନ୍ତି ।

Subscribe to our newsletter to get our newest articles instantly!
Confirmed
0
Death
0