ଆଜି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଶେଷ ଦିନ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୁଣି ଫେରିବେ ପ୍ରାୟ ମାସକ ପରେ । ସ୍ନାନ ମଣ୍ଡପରୁ ଅଣସର ପିଢି । ସେଠୁ ସିଧା ରଥରେ ବସି ଗୁଣ୍ଡିଚା ଘର ଯିବେ । ଏପଟେ ନୂଆ ବାହା ହୋଇଛନ୍ତି ଋକ୍ମୁଣିଙ୍କୁ । ପତ୍ନୀଙ୍କୁ ଛାଡି ଏମିତି ଗଲେ ଋକ୍ମିଣୀ ରାଗିବେନିତ ଏଭଳି ପ୍ରଶ୍ନ କରିଛନ୍ତିି ଭକ୍ତ ଗଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ।