କୋରେଇ ରୁ ବିଜେଡ଼ି ପ୍ରାର୍ଥୀ ହେଲେ ସନ୍ଧ୍ୟାରାଣୀ ଦାସ ।ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କୋରେଇ ଆସନ ପାଇଁ ସନ୍ଧ୍ୟାରାଣୀ ଙ୍କ ନାମ ଘୋଷଣା କରିଛନ୍ତି,
ସନ୍ଧ୍ୟାରାଣୀ ହେଉଛନ୍ତି ସ୍ୱାଦ୍ଭିମାନୀ ରାଜନେତା ସ୍ବଗତଃ ଅଶୋକ ଦାସ ଙ୍କ ପତ୍ନୀ ତଥା ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ମାଆ।
କୋରେଇ ରୁ ବିଜେଡ଼ି ପ୍ରାର୍ଥୀ ହେଲେ ସନ୍ଧ୍ୟାରାଣୀ ଦାସ
Leave a comment