ପାରାଦୀପରୁ ଆସିଛି ଦୁଃଖଦ ଖବର । ଏଠାରେ ଏକ୍ସପାୟାରୀ ବଟିକା ଖାଇ ୩୦ ରୁ ଅଧିକ ପିଲା ଅସୁସ୍ଥ ହୋଇପଡିଛନ୍ତି । ପାରାଦୀପ ଅଠରବାଙ୍କୀ ତଳପଡା ସ୍କୁଲରେ ଘଟିଛି ଏଭଳି ଘଟଣା । ସମସ୍ତ ଅସୁସ୍ଥଙ୍କୁ ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Subscribe to our newsletter to get our newest articles instantly!
Confirmed
0
Death
0