ଇଣ୍ଟରନେସନାଲ ଲେବର ଅରଗାନାଇାଜେସନ ( ଅନ୍ତର୍ଜାତୀୟ ଶ୍ରମ ସଂଙ୍ଗଠନ) ପକ୍ଷରୁ ନିକଟରେ ଇଣ୍ଡିଆ ଏମ୍ପଲଏମେଣ୍ଟ ରିପୋର୍ଟ ୨୦୨୪ ପ୍ରକାଶ ପାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୨୦ -୨୦୨୨ ମଧ୍ୟରେ କୃଷି କ୍ଷେତ୍ରରେ ଶ୍ରମିକଙ୍କ ସଠଖ୍ୟା ହାରାହାରି ୫.୬ କୋଟି ବୃଦ୍ଧି ପାଇଛି । ୧୯୪୭ ଦେଶ ବିଭାଜନ ସମୟରେ ଯେଉଁ ପଳାୟନର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା ସେହି ପଳାୟନ ର ଦୃଶ୍ୟ ୨୦୨୦ରେ ସହରରୁ ଗାଁକୁ ପଳାଇଯାଥିବା ଶ୍ରମିକଙ୍କଠି ଦେଖିବାକୁ ମିଳିଥିଲା । ୨୦୨ରେ କୃଷି ଓ ଆନୁସାଙ୍ଗିକ କ୍ଷେତ୍ରରେ ଶ୍ରମିକଙ୍କ ସଂଖ୍ୟା ୨.୮ କୁ ବୃଦ୍ଧି ପାଇଛି । ୨୦୨୨ ରେ ୧. ୨୯ କୋଟି ଲୋକ କୃଷି- ଶ୍ରମିକ ସୂଚି ରେ ଯୋଡ଼ିହୋଇଥିଲେ । ଗୋଟିଏ ପଟେ ଚାଷ ଛାଡ଼ୁଥିବା ଚାଷୀଙ୍କ ସଂଙ୍କ୍ୟା ବୃଦ୍ଧି ପାୁଛି ଅନ୍ୟପଟେ ଶ୍ରକିମଙ୍କ ସଂଭ୍ରା ମଧ୍ୟ ଏହି ଅନୁପାତରେ ବଢୁଛି ।