ଆଜିଠୁ ଦେଶରେ ନୂଆ୍ଆର୍ଥିକ ବର୍ଷ ଆରମ୍ଭ ହେଉଛି । ଆନେକ ବଡ଼ ନିୟମ ପରିବର୍ତ୍ତନ ହେଉଛି । ଏଥିରେ ପ୍ୟାନ- ଆଧାର କାର୍ଡ଼ ଓ ଡ଼େବିଟ୍ କାର୍ଡ଼ ସମ୍ପର୍କରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଥିବା ସୂଚନା ମିଳଛି । ଏହା ବ୍ୟତିତ ଫିଏଫ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ପରିବର୍ତ୍ତନ ହେବାର ସୂଚନା ମିଳିଛି । ଏପ୍ରିଲ ପହିଲା ଆରମ୍ଭ ହେବା ମାତ୍ରେ ସରକାର ନୂଆ ଆର୍ଥିକ ବର୍ଷର ଘୋଷଣା କରିଥାନ୍ତି । ଏହି ଆର୍ଥିକ ବର୍ଷରୁ କିଛି ନୁଆ ଆର୍ଥିକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଆୟକର, ପ୍ୟାନ, ଡ଼େବିଟ, ଇପିଏଫ ଏନପିଏସ ଲାଗି ନୁଆ ନିୟମ କାର୍ଯ୍ୟକାରୀ ହେଉଥିବା ସୂଚନା ମିଳିଛି ।