ଓଡ଼ିଶା ରେ ପ୍ରଥମ ବିଜେପି ସରକାର ମୁଖ୍ୟମନ୍ତ୍ରୀ ହେଲେ ମୋହନ ମାଝି । ୫୨ ବର୍ଷ ବୟସ ରେ ମୋହନ ଚରଣ ମାଝି ବୁଧବାର ଦିନ ରାଜ୍ୟର୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତିି । ତାଙ୍କ ସହ ଦୁଇ ଜଣ ଉପମୁଖ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । କନକ ବର୍ଦ୍ଧନ ସିଂ ସେଓ (୬୭) ଏବଂ ପ୍ରଭାତୀ ପରିଡ଼ା (୫୭ )ଉପମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମୋହନଙ୍କ ସହ ମନ୍ତ୍ରୀ ମଣ୍ଡଳୂରେ ୧୩ ମନ୍ତ୍ରୀ ଶପଥ ନେଇଛନ୍ତି , ରବି ନାରରାୟଣ ନାୟକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ର ଚନ୍ଦ୍ର ପାତ୍ର , ପୃଥ୍ୱିରାଜ ହରିଚନ୍ଦନ, ବିଭୁତି ଭୂଷଣ ଜେନା, କୃଷ୍ଣ ଚନ୍ଦ୍ର ମହାପାତ୍ର, ଗଣୋଶ ଲାଲା ସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳ ସାମନ୍ତ ଭୋକୁଳା ନନ୍ଦ ମଲ୍ଲ୍ିକ ଶପଥ ନେଇଛନ୍ତି । ଏହି ଶପଥ ଗ୍ରହଣ ସାମରୋହ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କାରୀ , ଏବଂ ଅମିତ ଶାହ ଙ୍କ ବ୍ୟତିତ ଉତ୍ତର ପ୍ରଦେଶ , ଗୁଜୁରାଟ,. ଛତିଶଗଡ଼ , ମଧ୍ରପ୍ରଦେଶ , ଆସାମ , ହରିୟାଣା ଗୋଆ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ସାମିଲ ଥିଲେ । ଓଡ଼ିଶା କୁ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମିଳିଛି । ଏହା ପୂର୍ବରୁ କଂଗ୍ରେସ ର ହେମାନ୍ତ ବିଶ୍ୱାଳ ରାଜ୍ୟ ରେ ପ୍ରଥମ ଆଦିବାସୀ ମୁଖ୍ୟ ମନ୍ତ୍ରୀ ଥିଲେ ଶ୍ରୀ ବିଶ୍ୱାଳ ୧୯୮୯ ରୁ ୧୯୯୯ ରୁ ୨୦୦ ଯାଏଁ ୨ ତଥର ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଜ୍ୟର ୨ୟ ମୁଖ୍ରମନ୍ତ୍ରୀ ଭାବେ ଶପଥ ଦେଇଥିଳେ ଗେିରିଧାରୀ.. କିନ୍ତୁ ତାଙ୍କର କାର୍ଯ୍ୟକାଳ ଖୁବ କମ ଥିଲା । ମୋହନ ମାଝି ୨୦୨୯ , ୨୦୦୯ ଏବଂ ୨୦୦୦ ରେ ବିଧାୟକ ରହିଥିଲେ । ୨୩ ପ୍ରତିଶତ ଆଦିବାସୀ ଯୁବ ସଂଖ୍ୟା ଥିବା ଓଡ଼ିଶରେ ମୋହନ ମାଝି ବିଜେପି ର ବଡ଼ ଆଦିବାସୀ ଚେହେରା । ମୋହନ ମାଝିଏହି ସମ୍ପ୍ରଦାୟରୁ ଆସିଛନ୍ତି ସେହି ସଂପ୍ରଦାୟର ରାଷ୍ଟ୍ରପତି ଆସିଛନ୍ତି । ଅର୍ଥାତ ମୋହନ ସାନ୍ତାଳ ଆଦିବାସୀ ରୁ ଆସିଛନ୍ତି ।