କଂଗ୍ରେସ ହିଁ ପ୍ରଥମ ଥର ପାଇଁ ୧୯୪୮ ରେ ରାମମନ୍ଦିର ନିର୍ମାଣ ର ପ୍ରତିଶ୍ରୁତି ଦେଇ ୨୦୧୨ ରେ ନିର୍ବାଚନ ରେ ବିଜୟୀ ହୋଇଥିଲା । ରାମ ମନ୍ଦିର ନାମରେ କଂଗ୍ରେସ ପ୍ରାର୍ଥୀ ବାବା ରାଘବ ଦାସ ୧୯୪୮ ରେ ଉତ୍ତର ପ୍ରଦେଶ ବିଧାନ ସଭା ଉପନିର୍ବାଚନ ହାଇଦ୍ରାବାଦ୍ରୁ ଲଢିଥିଲେ । ରାଘବ ଦାସ ସମାଜ ବାଦି ବରିଷ୍ଠ ନେତା ଆଚାର୍ଯ୍ୟ ନରେନ୍ଦ୍ର ଦେବ ଙ୍କୁ ହରାଇ ବିଜୟୀ ହୋଇଥିଲେ । ରାଘବ ଦାସ ଙ୍କୁ ୫୩୯୨ ଭୋଟ ମିଳିଥିିବା ବେଳେ ନରେନ୍ଦ୍ର ଦେବ ଙ୍କୁ ୪୦୮୦ ଭୋଟ ମିଳିଥିଲା ।