ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ସୁଶୀଲ ମୋଦୀ ।ସୁଶୀଲ ମୋଦୀ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବରିଷ୍ଠ ବିଜେପି ନେତା ସୁଶୀଲ ମୋଦି ୭୨ ବଷଁ ରେ ଆଖିବୁଜିଛନ୍ତି । ୬ ମାସଧରି କର୍କଟ ରୋଗ ରେ ପିଡ଼ିତ ଥିଲେ ଏବଂ ଦିଲ୍ଲୀ ଏମ୍ସ୍ ରେ ତାଙ୍କ ଚିକିସôା ଚାଲିଥିଲା ।