ବର୍ତ୍ତମାନ ସମୟରେ ଗ୍ୟାସ ହେବା ଏକ ସାଧାରଣ କଥା। କିନ୍ତୁ ଏହି ସମସ୍ୟାରେ ଅନେକ ଲୋକ ବହୁତ ସମୟ ଧରି ରୁହନ୍ତି। ଏହା ଖାଇବା ପିଇବା ଅସୁବିଧା ଜନିତ ହୋଇପାରେ କିମ୍ବା ବଦ ହଜମୀ ପାଇଁ ହେଇଥାଏ ପାରେ। ଏଥିରୁ ବାହାରିବା ପାଇଁ ଅନେକ ପ୍ରକାରର ଚେଷ୍ଟା କରିଲେ ମଧ୍ୟ ଆମେ ଏଥିରେ ସଫଳ ହୋଇପାରି ନଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ସହଜ ଏବଂ ସରଳ ଉପାୟ ବିଷୟରେ କହିବୁ ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ସହଜରେ ମୁକ୍ତିଲାଭ କରିପାରିବେ। ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ?
୧- ଗ୍ୟାଷ୍ଟିକ ପାଇଁ ସବୁଠାରୁ ଶୀଘ୍ର ଉପଚାର ହେଉଛି ଗୋଲମରିଚ ଏବଂ ଲୁଣ। ପ୍ରଥମେ ଏହି ଦୁଇଟି ଜିନିଷକୁ ପାଣିରେ ମିଶାଇ ପାଣିକୁ ଗରମ କରିଦିଅନ୍ତୁ। ପରେ ଏଥିରେ ଅଳ୍ପ ଗୁଣ୍ଡ ଜିରା ଏବଂ କଳା ଲୁଣ ପକାଇ ପିଇ ଦିଅନ୍ତୁ।
୨- ଗ୍ୟାଷ୍ଟିକ ସମସ୍ୟା ରହିଥିଲେ ହେଙ୍ଗୁ, ସୁଣ୍ଠି, ଗୁଡ଼ ଆଦିକୁ ଖାଇଲେ ଏହାର ତୁରନ୍ତ ସମାଧାନ ହୋଇଯାଏ।
୩- କଞ୍ଚା କଦଳୀ, ଧନିଆପତ୍ର ଏବଂ କଳା ଲୁଣକୁ ମିଶାଇ ପାଣିରେ ଗରମ କରି ଏହି ପାଣିକୁ ପିଇଲେ ଗ୍ୟାସ ସମସ୍ୟା ଦୂର ହୋଇଥାଏ।
୫- ଖାଦ୍ୟ ଖାଇବା ପରେ ୫ ମିନିଟ ପାଇଁ ବ୍ରଜାସନରେ ବସିଲେ ଗ୍ୟାସ ସମସ୍ୟା ହେବ ନାହିଁ।
୬- ଖାଇବା ପରେ ମଧ୍ୟ ପାନମଧୁରୀ, ଲବଙ୍ଗ କିମ୍ବା ମେଥି ଖାଇଲେ ଗ୍ୟାସ ସମସ୍ୟା ରହେନାହି ।
* ଗ୍ୟାଷ୍ଟିକ ସମସ୍ୟାରୁ ମୁକ୍ତି ଦେବ ଏହିସବୁ ଘରୋଇ ଉପଚl ର
*ବର୍ତ୍ତମାନ ସମୟରେ ଗ୍ୟାସ ହେବା ଏକ ସାଧାରଣ କଥା। କିନ୍ତୁ ଏହି ସମସ୍ୟାରେ ଅନେକ ଲୋକ ବହୁତ ସମୟ ଧରି ରୁହନ୍ତି। ଏହା ଖାଇବା ପିଇବା ଅସୁବିଧା ଜନିତ ହୋଇପାରେ କିମ୍ବା ବଦ ହଜମୀ ପାଇଁ ହେଇଥାଏ ପାରେ। ଏଥିରୁ ବାହାରିବା ପାଇଁ ଅନେକ ପ୍ରକାରର ଚେଷ୍ଟା କରିଲେ ମଧ୍ୟ ଆମେ ଏଥିରେ ସଫଳ ହୋଇପାରି ନଥାଉ। କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ସହଜ ଏବଂ ସରଳ ଉପାୟ ବିଷୟରେ କହିବୁ ଯାହାକୁ ଆପଣାଇ ଆପଣ ଏହି ସମସ୍ୟାରୁ ସହଜରେ ମୁକ୍ତିଲାଭ କରିପାରିବେ। ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ?
୧- ଗ୍ୟାଷ୍ଟିକ ପାଇଁ ସବୁଠାରୁ ଶୀଘ୍ର ଉପଚାର ହେଉଛି ଗୋଲମରିଚ ଏବଂ ଲୁଣ। ପ୍ରଥମେ ଏହି ଦୁଇଟି ଜିନିଷକୁ ପାଣିରେ ମିଶାଇ ପାଣିକୁ ଗରମ କରିଦିଅନ୍ତୁ। ପରେ ଏଥିରେ ଅଳ୍ପ ଗୁଣ୍ଡ ଜିରା ଏବଂ କଳା ଲୁଣ ପକାଇ ପିଇ ଦିଅନ୍ତୁ।
୨- ଗ୍ୟାଷ୍ଟିକ ସମସ୍ୟା ରହିଥିଲେ ହେଙ୍ଗୁ, ସୁଣ୍ଠି, ଗୁଡ଼ ଆଦିକୁ ଖାଇଲେ ଏହାର ତୁରନ୍ତ ସମାଧାନ ହୋଇଯାଏ।
୩- କଞ୍ଚା କଦଳୀ, ଧନିଆପତ୍ର ଏବଂuh କଳା ଲୁଣକୁ ମିଶାଇ ପାଣିରେ ଗରମ କରି ଏହି ପାଣିକୁ ପିଇଲେ ଗ୍ୟାସ ସମସ୍ୟା ଦୂର ହୋଇଥାଏ।
୫- ଖାଦ୍ୟ ଖାଇବା ପରେ ୫ ମିନିଟ ପାଇଁ ବ୍ରଜାସନରେ ବସିଲେ ଗ୍ୟାସ ସମସ୍ୟା ହେବ ନାହିଁ।
୬- ଖାଇବା ପରେ ମଧ୍ୟ ପାନମଧୁରୀ, ଲବଙ୍ଗ କିମ୍ବା ମେଥି ଖାଇଲେ ଗ୍ୟାସ ସମସ୍ୟା ରହେନା